Babu Amara
ବାବୁ ଆମର... ବାବୁ ଆମର ଜଣେ ଖାଦୀ ପ୍ରେମୀ ଜୟପୁରିଆ ଦୁଇ ମିନିଟ କୁ ବାହାରି ପଡନ୍ତି ଧରି ଏକ ଫଟ ଫଟିଆ ପ୍ରାତଃ କାଳୀନ ଉଠି ପଡ଼ିବ ବାବୁ ଆମର ମଣିଗ୍ ୱାକ୍ କରିବ ନିଅର ଦି ସାଗର ଚଲା ବୁଲା ସରିଲେ ହେବ ଟିକେ ଚା ଗପ ଘରେ ଗାଧେଇ ରେଡ଼ି ହେଇ ଜିଵ ଆମର ବାପ ରେଡି ହେଇ ବାହାରିବ ଖାଇବାକୁ ତିଫିନି ରାବା ମସଲା ପୁରୀ ଉପମା ଏବଂ ଚଟନି ପୁଣି ଘରେ ଫେରି ହେବ ଭାର୍ଯ୍ୟା ସହ ଚରଚା ଦିପହରେ ବେସର ଆମ୍ବିଳା ନା ମାଛ ଛେଚଡା ଖାଇ ଢୁଳୀ ଉଠି ପଡ଼ିବେ ଆଫ୍ଟର ଦୁଇ ଘଣ୍ଟା ଅଣ୍ଡରା ମାଇକିନା ଖାଇବେ ଚା ବିସ୍କୁଟୁ ଦୁଇ ବଣ୍ଟା ସନ୍ଧ୍ୟା ରେ ବଦଳି ଯାୟେ ବାତାବରଣ ସଜି ଧଜି ବୁଲି ଭାରି ହୁଅନ୍ତି ବାବୁ ବାଟ ବରଣ ଗପ କରି ଥକି ଗଲେ ଖୋଜି ହୁଅନ୍ତି ଠେଲା ଗାଡ଼ି ଭୋକ ଲାଗି ବାବୁ ଖାଆନ୍ତି ଚଣା ପାକୁଡ଼ି ବାବୁ ଆମର ଜଣେ ଖାଦୀ ପ୍ରେମୀ ଜୟପୁରିଆ ଦୁଇ ମିନିଟ କୁ ବାହାରି ପଡନ୍ତି ଧରି ଏକ ଫଟ ଫଟିଆ ଏମନ୍ତ ବ୍ୟଞ୍ଜନ ଗ୍ରାସ କରି ପେଟ ହୋଇ ଜୟେ ଟୁମ୍ ଟୁମ୍ ପବନ ଭରତୀ ହୋଇ ମୃଦଙ୍ଗ ବାଜେ ଧୁମ୍ ଧୁମ୍